Below header
Browsing Tag

lok sabha election

୭୨ ଘଣ୍ଟାରୁ କମ୍‌ ସମୟ, ଆସି ଯିବ ଫଳାଫଳ . . ଓଡ଼ିଶାରେ କିଏ ଗଢ଼ିବ ସରକାର ?

୭୨ ଘଣ୍ଟାରୁ କମ୍‌ ସମୟ । ଆସି ଯିବ ଫଳାଫଳ। ଓଡ଼ିଶାରେ କିଏ ଗଢ଼ିବ ସରକାର । ନବୀନ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବେ? ନା ପରିବର୍ତ୍ତନ ହେବ ସରକାର ? ବିଭିନ୍ନ ଏକ୍‌ଜିଟ୍‌ ପୋଲ କହୁଛି, ନବୀନ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି । ପ୍ରଗତିବାଦୀ ଏକ୍‌ଜିଟ୍‌ ପୋଲରେ ଜଣାପଡିଛି, ବିଜେଡି ୧୦୫-…

ଫେଲ୍‌ ମାରିବ କି ଓଡ଼ିଶା ପାଇଁ ବିଜେପିର ମିଶନ ୧୨୦ ପ୍ଲସ ? ପୁଣି ମୁଖ୍ୟମନ୍ତ୍ରୀ ହେବେ ନବୀନ

ଫେଲ୍‌ ମାରିବ କି ଓଡ଼ିଶା ପାଇଁ ବିଜେପିର ମିଶନ ୧୨୦ ପ୍ଲସ ? ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟରେ ମିଶନ ୧୨୦ ପ୍ଲସର ନାରା ଦେଇଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ହେଲେ ଗତକାଲି ଆସିଥିବା ସମସ୍ତ ଏକଜିଟ୍‌ ପୋଲରେ ବିଜେପିର ମିଶନକୁ ଧକ୍କା ଲାଗିଲା ଭଳି ଆସିଛି ତଥ୍ୟ। କିନ୍ତୁ ରାଜ୍ୟ ବିଜେପି…

ନବୀନ ହୁଅନ୍ତୁ ପ୍ରଧାନମନ୍ତ୍ରୀ, ପ୍ରଥମ ଥର ପାଇଁ ପାର୍ଟି ଫୋରମରେ କହିଲେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର

ଏକଦା ବିଜୁ ବାବୁ ପ୍ରଧାନମନ୍ତ୍ରୀ ହେବା କଥା ଚର୍ଚ୍ଚା ହୋଇଥିଲା । ଏବେ ପ୍ରଧାନମନ୍ତ୍ରୀ ପଦ ପାଇଁ ନବୀନଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ଏନେଇ ବିଜେଡି ଉପସଭାପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି, ନବୀନ ହିଁ ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟ । ଓଡ଼ିଶାବାସୀ ଓ ଭାରତବାସୀ ଚାହାନ୍ତି ନବୀନ…

ସୀମା ଟପିଛି ସମସ୍ତ ଗଣତାନ୍ତ୍ରିକ ମୂଲ୍ୟବୋଧ, ଶୀର୍ଷରେ ନେତାଙ୍କ ପରସ୍ପର ବିରୋଧୀ ଆରୋପ ପ୍ରତ୍ୟାରୋପ

ଭୋଟ ହାତେଇବାକୁ ରାଜନୈତିକ ପ୍ରତିଦ୍ୱନ୍ଦୀମାନେ କିଛି ବି ଅଭିଯୋଗ ଆଣିଥାନ୍ତି। ୨୦୧୯ ସାଧାରଣ ନିର୍ବାଚନରେ କିନ୍ତୁ ଏହା ସୀମା ଲଙ୍ଘିଛି। ଆରମ୍ଭ ହୋଇଥିଲା ଚୌକିଦାର ଚୋର ହୈରୁ। ଆଉ ମୋଦି ଟ୍ଵିଟର ଆକାଉଣ୍ଟରେ ନିଜ ନାଁ ପୂର୍ବରୁ ଯୋଡିଲେ ଚୌକିଦାର। ଏପରିକି ସମସ୍ତ ବିଜେପି ନେତା ମଧ୍ୟ ନାଁ…

କେନ୍ଦ୍ରରେ କିଏ ଗଢ଼ିବ ସରକାର ? ରାଜନୈତିକ ଦଳର ସର୍ଭେ କହୁଛି ଆସିପାରେ ଏନଡିଏ

ସରିିଛି ୬ଷ୍ଠ ପର୍ଯ୍ୟାୟ ମତଦାନ । ଆଉ ଗୋଟିଏ ପର୍ଯ୍ୟାୟ ର ୫୯ଟି ଲୋକସଭା ଆସନ ରହିଯାଇଥିବା ବେଳେ ସମ୍ଭାବ୍ୟ ଫଳାଫଳ ନେଇ ଏବେ ଚାରିଆଡେ ଚର୍ଚ୍ଚା । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡୁଛି କେନ୍ଦ୍ରରେ ଏନଡିଏ ସରକାର ଆସିପାରେ କିମ୍ବା ଆଞ୍ଚଳିକ ଦଳଗୁଡ଼ିକ ମିିଳିତ…

ସରିଲା ୬ଷ୍ଠ ପର୍ଯ୍ୟାୟ ମତଦାନ, ୫୯ଟି ଲୋକସଭା ଆସନ ପାଇଁ ୯୭୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍‌

୬ଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ସରିଲା ମତଦାନ। ୯୭୯ ପ୍ରାର୍ଥୀଙ୍କ ଭାଗ୍ୟ ସିଲ କରିଛନ୍ତି ୧୦କୋଟି ୧୬ଲକ୍ଷ ଭୋଟର। ଦିଲ୍ଲୀର ୭ଟି ଆସନ ଉପରେ ରହିଛି ଦେଶର ନଜର। କଂଗ୍ରେସ ସହ ଆପ ମେଣ୍ଟ ପ୍ରୟାସ ବିଫଳ ହେବା ପରେ ସମସ୍ତ ୭ଆସନରେ ତ୍ରିମୁଖୀ ଲଢେଇ। ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ…

ସରଗରମ ହେଉଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର : ରାଲି, ସଭା, ଶୋଭାଯାତ୍ରାରେ ପ୍ରାର୍ଥୀ ଚଳାଇଛନ୍ତି ମାରାଥନ…

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ଭୋଟିଂ। ଫୋକସରେ ୪ର୍ଥ ପର୍ଯ୍ୟାୟରେ ଥିବା ଉପକୂଳବର୍ତ୍ତୀ ଓଡ଼ିଶାର ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନ। ଦଳର ଶ୍ରେଷ୍ଠ ପ୍ରଦର୍ଶନ ନେଇ ସବୁ ରାଜନୈତିକ ଦଳ ଚଳାଇଛନ୍ତି ପ୍ରଚାର। କେନ୍ଦ୍ରାପଡ଼ାର ମହାକାଳପଡ଼ା ଆସନରେ ଜୋରଦାର କ୍ୟାମ୍ପେନ କରିଛି ବିଜେଡି…

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସଜବାଜ, ଫୋକସରେ ପ୍ରଶାସକ ରୁ ପଲିଟିସିଆନ୍

ଭୁବନେଶ୍ବର : ଦ୍ୱିତୀୟ ପର୍ଯ୍ୟାୟରେ ଥିଲେ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ହାଇପ୍ରୋଫାଇଲ ନେତା । କିନ୍ତୁ ତୃତୀୟ ପର୍ଯ୍ୟାୟରେ ଫୋକସରେ ପୂର୍ବତନ ପ୍ରଶାସକ। ଭୁବନେଶ୍ୱରରେ ବିଜେଡି ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ। ଅରୁପ ମୁମ୍ବାଇର ପୂର୍ବତନ ପୋଲିସ କମିଶନର। ଏହି ଆଇପିଏସ ଅଧିକାରୀଙ୍କ ସହ…

ଦେଶର ୧୨ଟି ରାଜ୍ୟର ୯୫ ଆସନରେ ସରିଲା ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ, ମଇଦାନରେ ୧୬୪୪ ପ୍ରାର୍ଥୀ

୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳର ୯୫ଟି ଆସନ ଲାଗି ଭୋଟିଂ ସରିଲା । ମୈଦାନରେ ଥିଲା ୧୬୪୪ ପ୍ରାର୍ଥୀଙ୍କ ଭାଗ୍ୟ । ଫୋକସରେ ଥିଲା ତାମିଲନାଡୁ । ନିର୍ବାଚନ ପୂର୍ବରୁ ଟଙ୍କା ଜବତ ଓ ଆଇଟି ରେଡ୍‌କୁ ନେଇ ଚର୍ଚ୍ଚିତ ଥିଲା ତାମିଲନାଡୁ । ରାଜ୍ୟର କେବଳ ଗୋଟିଏ ଆସନକୁ ଛାଡି ବାକି…

ବିଜେପିର ଡବଲ୍‌ ଇଞ୍ଜିନକୁ ନବୀନଙ୍କ ଜୋରଦାର ଆଟାକ୍, କହିଲେ ମେ ୨୩ରେ ଦିଲ୍ଲୀ ମେନ୍‌ ଇଞ୍ଜିନ ହେବ ଡି-ରେଲ୍‌

ବିଜେପିର ଡବଲ୍‌ ଇଞ୍ଜିନକୁ ଆଟାକ୍‌। ବଡମ୍ବା ନିର୍ବାଚନ ସଭାରୁ ପ୍ରଶ୍ନବାଣରେ ବିଜେପିକୁ ଘାଇଲା କରିଛନ୍ତି ବିଜେଡି ସୁପ୍ରିମୋ। ନବୀନ କହିଛନ୍ତି, ବିଜେପିର ବଡ଼ ବଡ଼ ନେତା ଡବଲ୍‌ ଇଞ୍ଜିନ କଥା କହୁଛନ୍ତି। ଓଡ଼ିଶାବାସୀ ପଚାରୁଛନ୍ତି ଓଡ଼ିଶା ଇଞ୍ଜିନ କିଏ? ସେ ବିଷୟରେ ବିଜେପି ନେତା କିଛି କହି…

ରାଜ୍ୟରେ ମହିଳା ଭୋଟରଙ୍କ ମଧ୍ୟରେ ବିପୁଳ ଉତ୍ସାହ, ସକାଳୁ ସକାଳୁ ବିଭିନ୍ନ ବୁଥରେ ଲାଗିଥିଲା ଲମ୍ବା ଲାଇନ

ଭୁବନେଶ୍ବର : ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ମହିଳା ଭୋଟରଙ୍କ ମଧ୍ୟରେ ଉତ୍ସାହ। ସକାଳୁ ସକାଳୁ ଲାଗିଥିଲା ମହିଳାଙ୍କ ଧାଡ଼ି। ଗଣତନ୍ତ୍ରର ମହାପର୍ବରେ ନିଜକୁ ସାମିଲ କରିବାକୁ ଅଧିକ ସଂଖ୍ୟାରେ ଆସିଥିଲେ ମତଦାନ କେନ୍ଦ୍ର। ଖରା ହେଉଛି, ଘରର ଦାୟିତ୍ୱ ମଧ୍ୟ ରହିଛି ତଥାପି ଭୋଟ…