ଶାଳ ଜଙ୍ଗଲରେ ଲାଗିଛି ନିଆଁ, ଅଗ୍ନିଶମବାହିନୀ ପହଞ୍ଚିନଥିବାରୁ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ
ଆଠଗଡ : ଜଳୁଛି ଜଙ୍ଗଲ । ଆଠଗଡ ଗୁରୁଡିଝାଟିଆରେ ଥିବା ଶାଳ ଜଙ୍ଗଲରେ ଲାଗିଛି ନିଆଁ । ଧୀରେ ଧୀରେ ନିଆଁ ବ୍ୟାପିବାରେ ଲାଗିଛି । ନିଆଁ ଯୋଗୁ ବିଭିନ୍ନ ମୂଲ୍ୟବାନ ଗଛ ପୋଡି ପାଉଁଶ ହେଲାଣି । ଦୁଇ ଏକରରୁ ଅଧିକ ଥିବା ଏହି ଶାଳ ଜଙ୍ଗଲକୁ ଲାଗି ବିଭିନ୍ନ ଗାଁ ଓ କଲେଜ ରହିଛି । ତେଣୁ ନିଆଁ…