ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼, ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଆଠଗଡ଼ ଥାନା ଅନ୍ତର୍ଗତ ଅମୃତ ମଣୋହୀ ପାଟଣାରେ ଗୋଷ୍ଠୀ ସଂଘର୍ଷ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ । ଏକକାଳୀନ ଗାଁ ଦାଣ୍ଡରେ ଫୁଟିଛି ଚାରିଟା ବୋମା । ଗାଁ ଦାଣ୍ଡ ରାସ୍ତାରେ ପଡ଼ିଛି ଦୁଇଟି ଅଫୁଟା ବୋମା ।

ଆଠଗଡ଼ (କେନ୍ୟୁଜ): ଆଠଗଡ଼ ଥାନା ଅନ୍ତର୍ଗତ ଅମୃତ ମଣୋହୀ ପାଟଣାରେ ଗୋଷ୍ଠୀ ସଂଘର୍ଷ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ । ଏକକାଳୀନ ଗାଁ ଦାଣ୍ଡରେ ଫୁଟିଛି ଚାରିଟା ବୋମା । ଗାଁ ଦାଣ୍ଡ ରାସ୍ତାରେ ପଡ଼ିଛି ଦୁଇଟି ଅଫୁଟା ବୋମା । ଜଣକୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଚାରି ଜଣ ଦୁର୍ବୃତ୍ତ। ଆହତଙ୍କୁ ଗୁରୁତର ଅବସ୍ଥାରେ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଆଠଗଡ଼ ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଦୁଇ ଗୋଷ୍ଠୀ ମଧ୍ୟରେ ଛକପଞ୍ଝା ଲାଗି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.