Browsing Tag

auto accident

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଅଟୋ: ଚାଲିଗଲା ସାନ ଭଉଣୀର ଜୀବନ, ବଡ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଭଞ୍ଜନଗର(କେନ୍ୟୁଜ୍‌): ଯାତ୍ରୀବାହୀ ଅଟୋ ଓଲଟି , ଜଣେ ମୃତ ଓ ଜଣେ ଗୁରୁତର । ଗଂଜାମ ଜିଲ୍ଲା ଭଂଜନଗର ଥାନା ଅନ୍ତର୍ଗତ ବିଞ୍ଜିଗିରି ଗାଁ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ମୃତ ଯୁବତୀ ଜଣକ ବିଞ୍ଜିଗିରି ଗ୍ରାମର ପୁଷ୍ପା ନାଇକ ଏବଂ ତାଙ୍କ ବଡ ଭଉଣୀ ଜ୍ୟୋସ୍ନା ନାଇକ ଗୁରୁତର ଆହତ ହୋଇଛନ୍ତି ।…