ମହାପ୍ରଭୁଙ୍କ ବାହୁଡାଯାତ୍ରାରେ ପହଣ୍ଡି କରୁ କରୁ ଚାଲିଗଲା ଭକ୍ତଙ୍କ ଜୀବନ
କଣ୍ଟାମାଳ: ଲାଗିଥିଲା ଗହଳି ଚହଳି । ଜୟ ଜଗନ୍ନାଥ ଧ୍ୱନୀରେ କମ୍ପୁଥିଲା ସାରା ପରିବେଶ । ହେଲେ ଏତେ କୋଳାହଳ ଭିତରେ ଛାଇଗଲା ଅନ୍ଧକାର । କିଏ ଜାଣିଥିଲା ଜଗାର ଭକ୍ତ ସହିତ ଘଟିଯିବ ଏମିତି କିଛି । ସେ ଥିଲେ ଜଗନ୍ନାଥଙ୍କର ପରମ ଭକ୍ତ । ମହାପ୍ରଭୁଙ୍କ କାର୍ଯ୍ୟକ୍ରମ ହେଲେ ସେ ନିଜକୁ ସମ୍ଭାଳି…