Browsing Tag

baisinga murder

ପରିବା ବ୍ୟବସାୟୀଙ୍କୁ ବୀଭତ୍ସ ହତ୍ୟା, ଘର ବାରଣ୍ଡାରେ ଶୋଇଥିବାବେଳେ ହତ୍ୟା

ମୟୁରଭଞ୍ଜ : ବୈଶିଙ୍ଗା ଥାନା ପାଟଳିପୁରା ପଞ୍ଚାୟତ ଅଧୀନ ଡେ଼ଁଫୌଦା ଗ୍ରାମର ପରିବା ବ୍ୟବସାୟୀଙ୍କୁ ରବିବାର ବିଳମ୍ବିତ ରାତିରେ କୌଣସି ଅଜଣା ଦୁର୍ବୁତ୍ତ ଧାରୁଆ ଅସ୍ତ୍ରରେ ହାଣି ବିଭତ୍ସ ଭାବରେ ହତ୍ୟା କରିଛନ୍ତି l ମୃତକ ଜଣକ ହେଉଛନ୍ତି ଗ୍ରାମର ବାଇଧର ଓରଫ ବାୟା ସାସମାଲ l ବାଇଧର…