Browsing Tag

Bal Jeevan Bima Yojana

ପ୍ରତିଦିନ ମାତ୍ର ୬ ଟଙ୍କା ଜମା କରି ନିଜ ପିଲା ପାଇଁ ସଞ୍ଚୟ କରନ୍ତୁ ଲକ୍ଷ ଲକ୍ଷ ଟଙ୍କା, ଏହି ଯୋଜନାରେ କରନ୍ତୁ ନିବେଶ

ଦିନକୁ ଦିନ ଜିନିଷ ପତ୍ରର ଦରଦାମ୍‌ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନର ମହଙ୍ଗା ଯୁଗରେ ଯେତେ ବି ଇନକମ୍‌ କରନ୍ତୁ ନା କାହିଁକି ସଞ୍ଚୟ କରିବା ଏକଦମ୍‌ ମୁସକିଲ ହୋଇଯାଉଛି । ଆୟ ହିସାବରେ ଖର୍ଚ୍ଚ ବି ବଢ଼ି ବଢ଼ି ଚାଲିଛି । ଅଭିଭାବକ ତ ପିଲାଟଏ ଜନ୍ମ କରିବା ଦିନରୁ ପିତା-ମାତାମାନେ…