Browsing Tag

balasore bandh

ଆଜି ୧୨ ଘଣ୍ଟିଆ ବାଲେଶ୍ୱର ବନ୍ଦ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ୨୦ରୁ ଅଧିକ ସଙ୍ଗଠନର ପ୍ରତିବାଦ

ବାଲେଶ୍ୱର(କେନ୍ୟୁଜ): ଆଜି ବାଲେଶ୍ୱର ୧୨ ଘଣ୍ଟିଆ ବନ୍ଦ। ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ପ୍ରତିବାଦ। ଦୋକାନ, ବଜାର ବନ୍ଦ ରହିବା ସହ ଠପ୍‌ ହୋଇଯାଇଛି ଗାଡ଼ି ଚଳାଚଳ। ବନ୍ଦ ଡାକରାରେ ୨୦ରୁ ଅଧିକ ସଙ୍ଗଠନ ସାମିଲ ହୋଇଛନ୍ତି। ବିକ୍ଷୋଭକାରୀମାନେ ପ୍ଲାକାର୍ଡ ଧରି ରାଜରାସ୍ତାରେ ପ୍ରତିବାଦ…