Below header
Browsing Tag

baliyatra missing

ବାଲିଯାତ୍ରା ହଜିଗଲେ ୨୦୦ରୁ ଅଧିକ ଶିଶୁ ଓ ୫୦୦ରୁ ଅଧିକ ବରିଷ୍ଠ ନାଗରିକ, ଖୋଜି ଆଣିଦେଲା ପୋଲିସ

କଟକ(କେନ୍ୟୁଜ୍):  ବାଲିଯାତ୍ରା ଭିଡ଼ରେ ହଜିଗଲେ ୭ଶହ। ୯ଦିନର ଯାତ୍ରାରେ ହଜିଛନ୍ତି ୨ଶହରୁ ଅଧିକ ଶିଶୁ ଓ ୫ଶହରୁ ଅଧିକ ବରିଷ୍ଠ ନାଗରିକ। ତେବେ ନିଖୋଜଙ୍କୁ ଖୋଜି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି କମିସନରେଟ ପୋଲିସ। ପ୍ରବଳ ଜନଗହଳି ଯୋଗୁ ରବିବାର ସର୍ବାଧିକ ୪୬ଜଣ ଶିଶୁ ହଜିଥିବା…