ବାରବାଟୀରେ ମ୍ୟାଚ୍ ପୂର୍ବରୁ ଆଜି ଅଭ୍ୟାସ କରିବେ ଭାରତୀୟ ଖେଳାଳି, ଆସିବନି ଇଂଲଣ୍ଡ ଟିମ୍
ଭୁବନେଶ୍ୱର : ରବିବାର ବାରବାଟୀ ଷ୍ଟାଡିୟମରେ ହେବ ଭାରତ-ଇଂଲଣ୍ଡ ଟକ୍କର । ଏଥିଲାଗି ଗତକାଲି ଭାରତ ଏବଂ ଇଂଲଣ୍ଡ ଦଳ ଭୁବନେଶ୍ଵରରେ ପହଞ୍ଚିଛନ୍ତି । ତେବେ ଆଜି ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଦଳର ଅପରାହ୍ଣ ୫ଟାରେ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । କିନ୍ତୁ ଇଂଲଣ୍ଡ…