ସ୍ବାମୀ ସାଜିଲା ସୈତାନ, ସ୍ତ୍ରୀକୁ ମାରି ଫିଙ୍ଗି ଦେଲା ପରେ ଥାନାରେ କଲା ଆତ୍ମସମର୍ପଣ
ବାସୁଦେବପୁର (କେନ୍ୟୁଜ): ସ୍ତ୍ରୀକୁ ମାରି ରାସ୍ତାକଡ଼କୁ ଫିଙ୍ଗିଦେଲା ସ୍ବାମୀ। ହତ୍ୟା ପରେ ଥାନାରେ ପହଞ୍ଚି ନିଜ ଦୋଷ ସ୍ବୀକାର କଲା ଅଭିଯୁକ୍ତ। ଭଦ୍ରକ ଜିଲ୍ଲା ବାସୁଦେବପୁର ବିନାୟକପୁର ଛକ ବଡ଼ପଦା ନିକଟରୁ ମୃତଦେହ ଉଦ୍ଧାର। ଆଜି ସକାଳେ ବୁଦା ମୂଳରେ ମୃତଦେହ ପଡିଥିବା ଦେଖି ଗାଁଲୋକେ…