Browsing Tag

bear rescued

ଦୀର୍ଘ ୫ ଘଣ୍ଟା ପରେ ଯନ୍ତାରେ ଫସିଲା ଭାଲୁ, ଖାଦ୍ୟ ଅନ୍ୱେଷଣରେ ଆସି ଗାଁରେ କରୁଥିଲା ଉପଦ୍ରବ

ନବରଙ୍ଗପୁର (କେନ୍ୟୁଜ): ଦୀର୍ଘ ୫ ଘଣ୍ଟାର ପରିଶ୍ରମ ପରେ ଯନ୍ତାରେ ଫସିଲା ବଣ ଭାଲୁ । ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ରେଞ୍ଜ ଅଧିନ ବରଗାଁରେ ଦୀର୍ଘଦିନ ଧରି ଏକ ଜଙ୍ଗଲୀ ଭାଲୁ ଖାଦ୍ୟ ଅନ୍ୱେଷଣରେ ଆସି ଉପଦ୍ରବ କରିବା ସହ ଘର ଭିତରେ ପଶି ବିଭିନ୍ନ ପ୍ରକାର ଖାଦ୍ୟ ଖାଇବା ସହ ନଷ୍ଟ କରୁଥିଲା।…

ଯାଜପୁର : କୂଅରେ ଭାଲୁ ପଡ଼ିବା ଘଟଣା: ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟ ପ୍ରଚେଷ୍ଟା ପରେ ଉଦ୍ଧାର ହେଲା ଭାଲୁ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ସଂସାଇଲୋ ନୂଆସାହି ଗ୍ରାମରେ କୂଅରେ ଭାଲୁ ପଡ଼ିବା ଘଟଣା। ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟ ଧରି ପ୍ରଚେଷ୍ଟା କରିବା ପରେ ଭାଲୁଟିକୁ କୂଅରୁ ଉଦ୍ଧାର କରିଛି ବନବିଭାଗ। ଅଗ୍ନିଶମ ବାହିନୀ ସହଯୋଗରେ ବନବିଭାଗ ଭାଲୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର…