ରେକର୍ଡ ଭାଙ୍ଗିଲା ଖରା, ଫେବୃଆରୀ ପ୍ରଥମ ସପ୍ତାହରେ ୩୪.୯ ଡିଗ୍ରୀ ଛୁଇଁଲା ଭୁବନେଶ୍ବର
ଭୁବନେଶ୍ୱର : ମାଘରେ ବାଘ ଖରା । ଦିନ ୧୧ଟାରୁ ଟାଇଁ ଟାଇଁ ଖରା। ଉପାନ୍ତରୁ ଉପକୂଳ, ଉତ୍ତରରୁ ଦକ୍ଷିଣ, ପଶ୍ଚିମରୁ ଆଭ୍ୟନ୍ତରୀଣ ସବୁଠି ତାତି । ଜାନୁଆରୀରେ କୋରାପୁଟରେ ୫୨ ବର୍ଷର ରେକର୍ଡ ଭାଙ୍ଗିଛି ଖରା । ସବୁଠୁ ଚିନ୍ତାର କାରଣ ପାଲଟିଛି ରାଜଧାନୀ ଭୁବନେଶ୍ବର । ଗତ ୪ବର୍ଷ ପରେ…