ଏହି ଦେଶରେ ରହିବା ପାଇଁ ମାଗଣା ଜମି ଦିଅନ୍ତି ରାଜା, ଶିକ୍ଷା ଓ ବିଜୁଳି ଠାରୁ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ…
ଯଦି ଆପଣଙ୍କୁ କୁହାଯାଏ ଦୁନିଆରେ ଏକ ଏଭଳି ଦେଶ ଅଛି ଯେଉଁଠାକାର ରାଜା ସେହି ଦେଶରେ ରହିବା ପାଇଁ ମାଗଣା ଜମି ଦିଅନ୍ତି କଣ ଆପଣ ବିଶ୍ୱାସ କରିବେ । କେବଳ ଯେ ଜମି ତା ନୁହେଁ ଏହି ଦେଶରେ ଶିକ୍ଷା, ବିଜୁଳି ଏବଂ ଚିକିତ୍ସା ମଧ୍ୟ ସମ୍ପୂର୍ଣ୍ଣ ମାଗଣା । ଆଉ ଏହି ଦେଶ ଏତେ ସୁନ୍ଦର ଯେ ଏହାକୁ…