ବିମାନ ସହ ଧକ୍କାରେ ୩୬ ଫ୍ଲାମିଙ୍ଗୋ ପକ୍ଷୀ ମୃତ, ମୁମ୍ବାଇର ବିଭିନ୍ନ ସ୍ଥାନରୁ ଠାବ କଲେ ଲୋକେ
ମୁମ୍ବାଇରେ ଘାଟକୋପର ଅଞ୍ଚଳର ବିଭିନ୍ନ ସ୍ଥାନରୁ ୩୬ ଫ୍ଲାମିଙ୍ଗୋ ପକ୍ଷୀ ମୃତ ଅବସ୍ଥାରେ ମିଳିଛନ୍ତି । ଏକ ବନ୍ୟଜନ୍ତୁ କଲ୍ୟାଣ ଗୋଷ୍ଠୀର ଜଣେ ସଦସ୍ୟ ମଙ୍ଗଳବାର ଏହା ବିଷୟରେ ସୂଚନା ଦେଇଛନ୍ତି । ‘ରେସ୍କ୍ୟୁଙ୍ଗ୍ ଆସୋସିଏସନ ଫର୍ ୱାଇଲ୍ଡଲାଇଫ୍ ୱେଲଫେୟାର (RAWW)’ର ପ୍ରତିଷ୍ଠାତା ତଥା ବନ…