ମାତୃ ମୃତ୍ୟୁକୁ ଲୁଚାଇବାକୁ ଯାଇ କୋମଳମତି ଶିଶୁର ଏଯାଏ ହୋଇନାହିଁ ଜନ୍ମ ପ୍ରମାଣ ପତ୍ର
ନୟାଗଡ(କେନ୍ୟୁଜ) : ଜନ୍ମ ପ୍ରମାଣ ପତ୍ର ଏକକ ଦସ୍ତାବିଜ । ଏଭଳି ନିୟମ କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ହେଲେ ମାତୃ ମୃତ୍ୟୁକୁ ଲୁଚାଇବାକୁ ଯାଇ କୋମଳମତି ଶିଶୁର ଏଯାଏ ହୋଇନାହିଁ ଜନ୍ମ ପ୍ରମାଣ ପତ୍ର । ଶିଶୁକୁ ୩ ବର୍ଷ ହୋଇଥିଲେ ମଧ୍ୟ ସେ ଅଙ୍ଗନବାଡି ଯାଇପାରୁନାହିଁ କି ସରକାରଙ୍କ…