Browsing Tag

bjb college

ବିଜେବି କଲେଜ କ୍ୟାମ୍ପସରେ ଛାତ୍ର ଉତ୍ତେଜନା: ଆଲୋଚନା ପରେ ହଟିଲା ରାସ୍ତା ଅବରୋଧ

ଭୁବନେଶ୍ୱର (କେନ୍ୟୁଜ): ପୁଣି ବିଜେବି କଲେଜ କ୍ୟାମ୍ପସରେ ଛାତ୍ର ଉତ୍ତେଜନା । ଜଣେ ପୂର୍ବତନ ଛାତ୍ରକୁ ପୋଲିସ କଲେଜ କ୍ୟାମ୍ପସ ମଧ୍ୟରୁ ଉଠାଇ ନେବା ପରେ ଏହାକୁ ନେଇ କଲେଜରେ ଉତ୍ତେଜନା ଲାଗିରହିଛି । ପୁରାତନ ଛାତ୍ର ସ୍ମୃତି ରଂଜନ ପଣ୍ଡାଙ୍କୁ ପୋଲିସ କ୍ୟାମ୍ପସ ମଧ୍ୟରୁ ଉଠାଇ ନେଇଛି ।…

ତ୍ରିରଙ୍ଗା ଶୋଭାଯାତ୍ରାକୁ ନେଇ ବିଜେବି କଲେଜର ଦୁଇ ଗୋଷ୍ଠୀ ମୁହାମୁହିଁ: ଗେଟ ବନ୍ଦ ଥିବାରୁ ଧାରଣାରେ ବସିଲେ

ଭୁବନେଶ୍ୱର (କେନ୍ୟୁଜ): ତ୍ରିରଙ୍ଗା ଶୋଭାଯାତ୍ରାକୁ ନେଇ ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମୁହାମୁହିଁ । ତ୍ରିରଙ୍ଗା ନେଇ ଗୋଟିଏ ଗୋଷ୍ଠୀ ଛାତ୍ର କଲେଜ କ୍ୟାମ୍ପସ ଭିତରକୁ ଯିବା ବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ କଲେଜ ସିକୁରିଟିକୁ କହି କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିବା…

ଆକ୍ସନ ମୋଡରେ ବିଜେବି କଲେଜ କର୍ତ୍ତୃପକ୍ଷ: ଅଣଛାତ୍ରଙ୍କ ପ୍ରବେଶ ଉପରେ କଟକଣା, ଲାଗିଲା ପୋଷ୍ଟର

ଭୁବନେଶ୍ୱର (କେନ୍ୟୁଜ): ଆକ୍ସନ ମୋଡରେ ବିଜେବି କଲେଜ କର୍ତ୍ତୃପକ୍ଷ । କଲେଜ କ୍ୟାମ୍ପସରେ ଅଣଛାତ୍ରଙ୍କ ପ୍ରବେଶ ଉପରେ ଲାଗିଲା କଟକଣା । ଏଥିପାଇ କଲେଜର ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର । ଭୁବନେଶ୍ୱର ବିଜେବି କଲେଜ ଛାତ୍ରଙ୍କୁ ଅଣଛାତ୍ରଙ୍କ ଆକ୍ରମଣ ଘଟଣା ପରେ କର୍ତ୍ତୃପକ୍ଷଙ୍କ…

ବିଜେବି କଲେଜ୍‌ ଛାତ୍ରୀ ଆତ୍ମହତ୍ୟା ମାମଲା: ରାଗିଂକୁ ନେଇ କୌଣସି ସୁରାକ୍‌ ମିଳିପାରିନାହିଁ: ଡିସିପି

ଭୁବନେଶ୍ୱର (କେନ୍ୟୁଜ): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ପୋଲିସର ତଦନ୍ତ ଜାରି ରହିଛି । ଏଯାଏ ରାଗିଂ ନେଇ କୌଣସି ପ୍ରମାଣ ପାଇନି ପୋଲିସ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ରୁଚିକାଙ୍କ ସହପାଠୀଙ୍କୁ ବି…