Below header
Browsing Tag

bjd and bjp

ଓଡ଼ିଶାରେ ବିଜେପି ଆଉ ବିଜେଡିର ବାହାଘର ହୋଇଛି : ରାହୁଲ ଗାନ୍ଧୀ

କଟକ(କେନ୍ୟୁଜ୍‌): ସାଲେପୁର ନ୍ୟାୟ ସମାବେଶରେ BJP-BJD ବାହାଘର କଥା ଉଠାଇଥିଲେ ରାହୁଲ। କହିଲେ ଏବେ ଓଡ଼ିଶାରେ ବିଜେପି ଆଉ ବିଜେଡିର ବାହାଘର ହୋଇଛି । ତେଲଙ୍ଗାନାରେ BRS-BJP ଭଳି ଓଡ଼ିଶାରେ BJP-BJD ବାହାଘର ହୋଇଥିବା ରାହୁଲ ଅଭିଯୋଗ କରିଛନ୍ତି । ତେଣୁ କଂଗ୍ରେସକୁ ଭୋଟ ଦେବାକୁ ସେ…

ମେଣ୍ଟ ଚର୍ଚ୍ଚା ଉପରେ ପଡ଼ିଲା ପୂର୍ଣ୍ଣଚ୍ଛେଦ: ଏବେ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଜୋରଦାର କରିବେ ବିଜେଡି-ବିଜେପି

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ହେବନି । ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଏବେ ଆରମ୍ଭ ହେବ ଟିକଟ କସରତ । କେଉଁ ଆସନରୁ କିଏ ପ୍ରାର୍ଥୀ ହେବେ ଏଥିପାଇଁ ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଜୋରଦାର କରିବେ । ଏଭିତରେ ନବୀନ ନିବାସରେ…