Browsing Tag

BJP MP Janardan Mishra

ବିଜେପି ସାଂସଦଙ୍କ ବିବାଦୀୟ ବୟାନକୁ ନେଇ ଝଡ଼, ଭିଡିଓ ଭାଇରାଲ

ନୂଆଦିଲ୍ଳୀ : ବିଜେପି ସାଂସଦଙ୍କ ବିବାଦୀୟ ବୟାନକୁ ନେଇ ଆରମ୍ଭ ହୋଇଛି ଝଡ଼ । ସାଂସଦଙ୍କ ବୟାନ ଥିଲା ମଦ ପିଅ, ସିଗାରେଟ୍ ଟାଣ, ତମାଖୁ ଚୋବାଅ, କିନ୍ତୁ ପାଣି ବଞ୍ଚାଅ । ଏଭଳି ବୟାନ ଦେଇ ଚର୍ଚ୍ଚାରେ ମଧ୍ୟପ୍ରଦେଶର ବିଜେପି ସାଂସଦ ଜନାର୍ଦ୍ଦନ ମିଶ୍ର । ଜଳ ସଂରକ୍ଷଣ କର୍ମଶାଳାରେ ଯୋଗ ଦେଇ…