Browsing Tag

BJP working meeting

ନିର୍ବାଚନ ପାଇଁ ବଡ଼ ସଜବାଜ, ଦିଲ୍ଲୀରେ ବିଜେପିର କାର୍ଯ୍ୟକାରିଣୀ ବୈଠକ ଆରମ୍ଭ

ନୂଆଦିଲ୍ଲୀ : ନିର୍ବାଚନ ପାଇଁ ବିଜେପିର ବଡ଼ ସଜବାଜ । ଦିଲ୍ଲୀରେ ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ଆରମ୍ଭ ହେଉଛି । ବୈଠକରେ ନିର୍ବାଚନ ନେଇ ଗୁରୁମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀ ପ୍ରଗତି ମୈଦାନରେ ଥିବା ଭାରତ ମଣ୍ଡପରେ ବୈଠକ ହେଉଛି । ଏଥିରେ ସାମିଲ୍ ହେବାକୁ…