Browsing Tag

blackstone mine

ଡ଼ଙ୍କାରୀ କଳାପଥର ମାଇନ୍ସ ଅଘଟଣ: ଆଉ ୨ ଶ୍ରମିକଙ୍କ ମୃତଦେହ ଠାବ

ଯାଜପୁର (କେନ୍ୟୁଜ): ଯାଜପୁର ଧର୍ମଶାଳା ତହସିଲ ଅଧୀନ ଡ଼ଙ୍କାରୀ କଳାପଥର ଖାଦାନରେ ଅତଡା ଧସିବା ଘଟଣା  । ଆଉ ୨ଜଣ ଶ୍ରମିକଙ୍କ ମୃତଦେହ ଠାବ । ଏପର୍ଯ୍ୟନ୍ତ ମୋଟ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ଛି। ଉଦ୍ଧାର କାର୍ଯ୍ୟରେ NDRF ଟିମର ୪୦ ଜଣିଆ ଦଳ ସାମିଲ ହୋଇଛନ୍ତି । ଖାଦାନରେ ଧସିଥିବା ବଡ଼…

କଳାପଥର ଖାଦାନ ଅଘଟଣ ମାମଲା: ପଥର ତଳୁ ଠାବ ହେଲା ମେସିନ, କିନ୍ତୁ ମିଳୁ ନାହିଁ ଶ୍ରମିକଙ୍କ ପତ୍ତା

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧିନ ଡଙ୍କାରୀ କଳାପଥର ଖାଦାନରେ ପଥର ଧସିବା ଘଟଣା । ଆଜି ତୃତୀୟ ଦିନରେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ଏନଡିଆରଏଫ ଟିମ । ଗତକାଲି ସନ୍ଧ୍ୟା ୭.୩୦ମି ସମୟ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ…

କଳାପଥର ଖାଦାନରେ ମାଟି ଅତଡ଼ା ଧସିବା ଘଟଣା: ଏକାଧିକ ଶ୍ରମିକ ପଥର ତଳେ ଚାପି ହୋଇ ରହିଥିବା ସନ୍ଦେହ

ଯାଜପୁର (କେନ୍ୟୁଜ): ଯାଜପୁର ଧର୍ମଶାଳା ତହସିଲ ଡଙ୍କାରି ପାହାଡ଼ର କଳାପଥର ମାଇନ୍ସରେ ମାଟି ଅତଡ଼ା ଧସିପଡ଼ିବା ଘଟଣା । ଗତକାଲି ପଥର ତଳୁ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏକାଧିକ ଶ୍ରମିକ ପଥର ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି ।  ଆଜି ସକାଳୁ ପୁଣି ଉଦ୍ଧାର…