ବଲିଭିଆରେ ନୂଆ ନୋଟ ନେଇ ଯାଉଥିବା ବିମାନ ଦୁର୍ଘଟଣା, ୧୫ ମୃତ, ୩୦ ଆହତ
ବଲିଭିଆ : ବଲିଭିଆରେ ବଡ଼ ପ୍ଲେନ କ୍ରାସ । ୧୫ ମୃତ, ୩୦ ଆହତ । ବଲିଭିଆ ବାୟୁସେନାର ବିମାନଟି ରାଜଧାନୀ ଲାପାଜ ନିକଟ ଏଲ ଅଲଟୋଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନରେ ନୂଆ ବ୍ୟାଙ୍କ ନୋଟ ନିଆଯାଉଥିଲା ।
ସାମରିକ ବିମାନଟି ସାନ୍ତା କ୍ରୁଜରୁ ଉଡ଼ାଣ ଭରିଥିଲା । ଲ୍ୟାଣ୍ଡିଂ ପରେ…