ଆଲୁ ଅର୍ଜୁନ-ଆଟଲିଙ୍କ ଫିଲ୍ମରେ ନାୟିକା ଭୂମିକାରେ ନଜର ଆସିବେ ଦୀପିକା, କହିଲେ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କୁ ମିଳିଲା…
ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଫିଲ୍ମ 'ସ୍ପିରିଟ୍' ଛାଡିବା ପରେ ଦୀପିକା ପାଦୁକୋନଙ୍କ ପାଖରେ ଏକ ବଡ଼ ପ୍ୟାନ୍ ଇଣ୍ଡିଆ ଫିଲ୍ମ ରହିଛି । ଦୀପିକା 'ଜୱାନ୍' ଫେମ୍ ନିର୍ଦ୍ଦେଶକ ଆଟଲି ଏବଂ ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମରେ ପ୍ରବେଶ କରିଛନ୍ତି । ଆଜି ଦୀପିକାଙ୍କ ଘୋଷଣାର ଟିଜର ରିଲିଜ୍ ହୋଇଛି । ଯାହା…