Below header
Browsing Tag

bombs recovered

ନିର୍ବାଚନ ପୂର୍ବରୁ ବିପୁଳ ପରିମାଣର ବୋମା ଜବତ, ବୋମା ତିଆରି କାରଖାନା ଠାଵ

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ବିପୁଳ ପରିମାଣର ବୋମା ଜବତ କରିଛି ଜଟଣୀ ପୋଲିସ । ବୋମା ରଖିବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏଥି ସହ ବୋମା ତିଆରି କାରଖାନାକୁ ଠାଵ କରିଛି ପୋଲିସ । ଉମାକାନ୍ତ ଶତପଥୀ ନାମକ ଜଣେ ବ୍ୟକ୍ତି ବୋମା କାରଖାନା କରି ବୋମା ତିଆରି କରିବା ସହ…

ବୈତରଣୀ ବ୍ରିଜ ନିକଟରୁ ୨ ଅଫୁଟା ବୋମା ଉଦ୍ଧାର, କିଏ ଓ କାହିଁକି ରଖିଛି କାରଣ ଅସ୍ପଷ୍ଟ

ଚାନ୍ଦବାଲି (କେନ୍ୟୁଜ): କଟକ ମୁଖ୍ଯ ରାସ୍ତାର ଚାନ୍ଦବାଲି ବୈତରଣୀ ବ୍ରିଜ ନିକଟରୁ ୨ ଗୋଟି ହାତ ତିଆରି ବୋମାକୁ ଉଦ୍ଧାର କରିଛି ପୋଲିସ । ଖବର ମୁତାବକ ଆଜି ସକାଳୁ ସକାଳୁ ବ୍ରିଜ ନିକଟକୁ ସ୍ଥାନୀୟ ଅଞ୍ଚଳର ଯୁବକ ଶୈଚ ହେବାକୁ ଯାଇଥିଲେ । ଗୋଟିଏ ବ୍ଯାଗରେ ୨ ଗୋଟି ହାତ ତିଆରି ଅଫୁଟା ବୋମା…