ସୀମା ବିବାଦକୁ ନେଇ ପ୍ରବଳ ଉତ୍ତେଜନା, ଭଙ୍ଗାରୁଜା ସହିତ ଉଭୟ ଗାଁ ଭିତରେ ଟେକା ପଥର ମାଡ଼
ବେଗୁନିଆ: ସୀମା ବିବାଦକୁ ନେଇ ଖଣ୍ଡଯୁଦ୍ଧ । ପୁଣି ଘନେଇଲା ବେଗୁନିଆ ବ୍ଲକ ବାଘମାରୀ ଥାନା ଅନ୍ତର୍ଗତ ଓସ୍ତପୁର ଏବଂ କୋଟପଲ୍ଲା ଗାଁ ବିବାଦ । ଦୋକାନ ବଜାର ଭଙ୍ଗାରୁଜା ସହିତ ଉଭୟ ଗାଁ ଭିତରେ ଟେକା ପଥର ମାଡ଼ । ୪ ମାସ ହେବ ଦୁଇ ଗାଁରେ ନାମ ଫଳକକୁ ନେଇ ବିବାଦ ଚାଲିଛି । ଦୁଇ ଦିନ ତଳେ…