ମା’ର କଥା ଶୁଣି ବୋରୱେଲରେ ଦମ୍ଭ ଧରିଥିଲା ନୀରୁ, ୧୮ ଘଣ୍ଟାର ପରିଶ୍ରମ ପରେ ହେଲା ଉଦ୍ଧାର
ବୋରୱେଲରୁ ଉଦ୍ଧାର ହୋଇଛି ନୀରୁ । ୧୮ ଘଣ୍ଟା ପରେ ବୋରୱେଲରୁ ଶିଶୁକନ୍ୟା ଉଦ୍ଧାର । NDRF ଓ SDRF ଟିମ୍ ଦୀର୍ଘ ୧୮ ଘଣ୍ଟା ଧରି ପରିଶ୍ରମ କରିବା ପରେ ଅଢ଼େଇ ବର୍ଷର ଶିଶୁକନ୍ୟା ଉଦ୍ଧାର ହୋଇଛି । ସୁରକ୍ଷିତ ଭାବେ ଉଦ୍ଧାର ପରେ ଶିଶୁ କନ୍ୟାକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବୋରୱେଲ ପାଖରେ…