Below header
Browsing Tag

borewell hole

ସୁବର୍ଣ୍ଣପୁର ଜିଲ୍ଲାରେ ମୁକୁଳା ବୋରୱେଲ ନେଉଛି ଜୀବନ, କେବେ ସୁଧୁରିବ ବ୍ୟବସ୍ଥା?

ସୁବର୍ଣ୍ଣପୁର(କେନ୍ୟୁଜ): ଚାଷ ଜମିରେ ଖୋଲା ମୁକୁଳା ହୋଇ ପଡି ରହିଛି ଗଭୀର ନଳକୂପ ବା ବୋରୱେଲ୍। ନାଁ ଉପରେ ଢାଙ୍କୁଣି ଅଛି ନାଁ ଚାରି କଡରେ ଅଛି ବାଡବତା। ଅନାବନା ଘାସ ଭିତରେ ରହିଥିବା ବୋରୱେଲ୍ ର ଚାରିପଟ ମଧ୍ୟ ପୁରା ଖୋଲା ରହିଥିବା ଦେଖଇବାକୁ ମିଳିଛି । ଅସବଧାନତା ବଶତଃ ଏହି ଗାତରେ…

ବୋରୱେଲରେ ନବଜାତ ଶିଶୁ, ସୁରକ୍ଷିତ ଉଦ୍ଧାର ପାଇଁ ଚାଲିଛି ପ୍ରଚେଷ୍ଟା

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଲି ଗ୍ରାମ ନିକଟସ୍ଥ ଶ୍ରୀରାମ ପଡିଆ ଠାରେ ଥିବା ଏକ ପରିତ୍ୟକ୍ତ ବୋରୱେଲରେ ଆଜି ଅପରାହ୍ନ ସମୟରେ ଜଣେ ମହିଳା ପ୍ରସବ ପରେ ନବଜାତ ଶିଶୁକୁ ଉକ୍ତ ବୋରୱେଲରେ ପକାଇ ଦେଇଥିବା ଅଭିଯୋଗ ହୋଇଛି l ସ୍ଥାନୀୟ ଲୋକ ଏନେଇ ଜାଣିଲା…

ବୋରୱେଲ ଗାତରେ ଖସି ପଡ଼ିଥିବା ବୃଦ୍ଧାଙ୍କର ମୃତ୍ୟୁ, ସୂଚନା ଦେଲେ ଅଗ୍ନିଶମ ଡିଜି

ସୋନପୁର (କେନ୍ୟୁଜ):  ସୋନପୁରରେ ବୋରୱେଲ ଗାତରେ ଖସି ପଡ଼ିଥିବା ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ଦୀର୍ଘ ଅଢ଼େଇ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଉଦ୍ଧାର ହେଲେ ବୃଦ୍ଧା । ଦୀର୍ଘ ଘଣ୍ଟାର କସରତ ପରେ ୨୦ ଫୁଟ୍ ବୋରୱେଲ ଗାତ ତଳୁ ତାଙ୍କୁ ଉଦ୍ଧାର କରିଥିଲେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଟିମ୍ ।…