ଚଉଠି ରାତିରେ ଶ୍ୱଶୁର ଘରେ କଳାକନା ବୁଲାଇଲା ବୋହୂ, ନିଶା ଦେଇ ଲୁଟିନେଲା ସବୁକିଛି
ଚତୁର୍ଥୀରେ ନିଶାଯୁକ୍ତ କ୍ଷୀର ପିଆଇ ଘରୁ କଳାକନା ବୁଲାଇଲା ନବବିବାହିତା କନ୍ୟା । ଯାହା ଫଳରେଉତ୍ତେଜନା ସୃଷ୍ଟି ହୋଇଛି ।
ଅଦ୍ଭୁତ ଏ ଦୁନିଆ । କେତେବେଳେ ମା ପିଲାକୁ ମାରିଦେଲାଣି ତ ଆଉ କିଏ କାହାକୁ ନେଇ ଫେରାର ହେଇଯାଉଛି । ଦିନକୁ ଦିନ ନୂଆ ନୂଆ ବିଚିତ୍ର ଘଟଣା ଦେଖିବାକୁ ମିଳୁଛି ।…