Browsing Tag

brinjal

କେବଳ ଶାଗ ନୁହେଁ ଆଖି ପାଇଁ ଭଲ ବାଇଗଣ

ଆଖି ସମସ୍ୟା ବା ଦୃଷ୍ଟି ଶକ୍ତି ପାଇଁ କେବଳ ଶାଗ ନୁହେଁ। ବାଇଗଣ ମଧ୍ୟ ଲାଭଦାୟକ। ଅନେକ ସମୟରେ କମ୍ ବୟସରୁ ମଧ୍ୟ ଆଖିର ଦୃଷ୍ଟି ଶକ୍ତି କମିଯାଏ। ଯାହାର କାରଣ ଖାଦ୍ୟ ପେୟ ମଧ୍ୟ ହୋଇଥାଏ। ତେବେ ଆପଣଙ୍କ ଦୃଷ୍ଟି ଶକ୍ତି ପାଇଁ ଆପଣଙ୍କୁ ନିଜର ଖାଦ୍ୟ ପେୟ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ।…