Browsing Tag

Bus overturns

ଦ୍ଵାରଶୁଣି ଘାଟିରେ ଅଘଟଣ : କାର୍ ଉପରେ ଓଲଟିଲା ବସ୍, ୨୫ ଆହତ

ବାଙ୍ଗିରିପୋଷି: କାର୍ ଉପରେ ଓଲଟିଲା ବସ୍ ।  ଏଥିରେ ୨୫ ଜଣ ଆହତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ସ୍ଥିତ ଦ୍ଵାରଶୁଣି ଘାଟିରେ ଓଲଟିଲା ବସ । ବସ୍ ରେ ଥିବା ୨୫ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବାଙ୍ଗିରିପୋଷି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଶ୍ରୀଗଣେଶ…

ଟ୍ରକ୍‌କୁ ଓଭରଟେକ କରିବାକୁ ଯାଇ ଓଲଟିଲା ବସ୍‌; ୬ ଆହତ

ନୟାଗଡ଼ : ଖୋର୍ଦ୍ଧା ବଲାଙ୍ଗୀର ଜାତୀୟରାଜପଥର ବାଣୀଗୋଛା ଥାନା ଜାମୁସାହି ଛକ ନିକଟରେ ଦୁର୍ଘଟଣା । ଓଲାଟିଲା ଘରୋଇ ଯାତ୍ରୀବାହୀ ବସ୍ । କଣ୍ଡକ୍ଟର ଓ ୫ଯାତ୍ରୀ ସାମାନ୍ୟ ଆହାତ ହୋଇଛନ୍ତି । ବସରେ ୩୫ଜଣ ଯାତ୍ରୀ ରହିଥିବା ଜଣାପଡିଛି । ସୂଚନା ଅନୁସାରେ ବିଳମ୍ବିତ ରାତିରେ ବ୍ଲୁ ବେଲୁନ୍…

ରାସ୍ତା ତଳକୁ ଓଲଟି ପଡ଼ିଲା ବସ୍,୧୦ ଯାତ୍ରୀ ଆହତ

ଗୁଣୁପୁର: ରାସ୍ତା ତଳକୁ ଓଲଟି ପଡ଼ିଲା ବସ୍ । ୧୦ ଯାତ୍ରୀ ଆହତ ହୋଇଛନ୍ତି  । ପୁରୀରୁ କୋଟପାଡ ଯାଉଥିବା ବେଳେ ଆଖୁସିଙ୍ଗ ନିକଟରେ ବସ୍ ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଛି । ବସରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାରେ ୧୦ ଜଣ ସାମାନ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ…

ଓଲଟିଲା ଓଏସଆରଟି ବସ, ୩ ମୃତ, ଏକାଧିକ ଯାତ୍ରୀ ଆହତ

ଅନୁଗୁଳ : ପାଲଲହଡା ନିକଟରେ ଓଲଟିଲା ଓଏସଆରଟି ବସ । ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି । ସମଲ ଥାନା ପଵିତ୍ରନଗର ପାଖ ଆଶ୍ରମ ନିକଟରେ ଘଟିଛି ଏହି ଦୁର୍ଘଟଣା । ବସ ତଳେ ଚାପି ହୋଇ ଅନେକ ଯାତ୍ରୀ ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।…

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ବହୁ ଯାତ୍ରୀ ଆହତ

ବ୍ରହ୍ମଗିରି : କୃଷ୍ଣପ୍ରସାଦ ମୋରଡା -ମାଲୁଦ ରାସ୍ତାରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ବହୁ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ବସ୍ ଟି ପୁରୀ ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା । ତେବେ ଭାରସାମ୍ୟ ହରାଇ ରାସ୍ତା କଡରେ 5 ଷ୍ଟାର ନାମକ ବସ ଓଲଟି ପଡ଼ିଛି । ଉଦ୍ଧାର…

ବୋଲବମ ଭକ୍ତଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ, ୧୭ ଜଣ ଆହତ

ଯାଜପୁର ରୋଡ : ବୋଲବମ ଭକ୍ତଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ  l ଟଳି ଗଲା ବଡ଼ ବିପଦ  l ପାଣିକୋଇଲି ଥାନା ଅଧିନ ୨୦ନଂ ଜାତୀୟ ରାଜପଥ ଚାନ୍ଦପୁର ଛକ ନିକଟରେ ବୋଲବମ ଭକ୍ତଙ୍କୁ ନେଇ ଯାଉଥିବା ଏକ ଘରେଇ ବସ ଦୁର୍ଘଟଣାଗ୍ରସ୍ତ  l ସୂଚନା ଅନୁଯାଇ ଗତକାଲି ବିଳମ୍ବିତ ରାତିରେ ଆନନ୍ଦପୁରରୁ…

ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍, ୧୦ ଆହତ

ମୋହନା : ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । ଗଜପତି ଜ଼ିଲ୍ଲା ଅଡବା ଥାନା ଅନ୍ତର୍ଗତ ଉଲିଆପଦା ଗ୍ରାମ ନିକଟରେ ଗତକାଲି ବିଳମ୍ବିତ ରାତିରେ ଖମ୍ବେଶ୍ୱରୀ ନାମକ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ବସ୍ ଟି ରାୟଗଡାରୁ ବ୍ରହ୍ମପୁର…

ଘାଟିରେ ଓଲଟିଲା ମିନି ବସ୍, ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

ଘାଟିରେ ଓଲଟିଲା ମିନି ବସ୍। ଦୁର୍ଘଟଣାରେ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବସଟି ମୋହନା ଲଦିଗୁଡା ଗାଁରୁ ଅଡବା ଆସୁଥିବା ବେଳେ କୁଡୁକିମାଗାଁ ନିକଟ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି…

ଯାଜପୁର ରୋଡ ଜହ୍ନା ଛକରେ ଭାରସାମ୍ୟ ହରାଇ ଓଲଟିଲା ବସ୍‌, ୩୨ ଯାତ୍ରୀ ଆହତ

ଯାଜପୁର ରୋଡ(କେନ୍ୟୁଜ୍): ଯାଜପୁର ରୋଡ କୋରେଇ ଥାନା ଜହ୍ନା ଛକରେ ଭାରସାମ୍ୟ ହରାଇ ଓଲଟିଲା ବସ୍‌ । କଟକରୁ କରଞ୍ଜିଆ ଅଭିମୁଖେ ଯାଉଥିବା ବେଳେ ବସଟି ରାସ୍ତା ତଳକୁ ଓଲଟି ବିଲ ଭିତରେ ପଡିଥିଲା । ଦୁର୍ଘଟଣାରେ ଦୁଇ ଶିଶୁ ଏବଂ ୮ ଜଣ ମହିଳାଙ୍କ ସମେତ ୩୨ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ…

ଅଧା ରହିଗଲା ବୈଷ୍ଣୋ ଦେବୀଙ୍କ ଦର୍ଶନ: ଖାତକୁ ଖସିଲା ଯାତ୍ରୀବାହୀ ବସ୍, ୭ମୃତ

ନୂଆଦିଲ୍ଲୀ: ଜାମ୍ମୁୁରେ ଖାଇକୁ ଖସିଲା ବସ୍‌, ୭ ମୃତ। ଅମ୍ରତଶରରୁ କଟରା ଆସୁଥିଲା ବସ୍‌ । ଜମ୍ମୁ-କାଶ୍ମୀର ଝଜର କଟୋଲୀ ଅଞ୍ଚଳରେ ଭାରସାମ୍ୟ ହରାଇ ଖସିପଡିଲା ବସ୍‌ । ଘଟଣା ସ୍ଥଳରେ ୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ୧୨ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଆହତଙ୍କୁ…