୬୦ଟି କପ୍କେକ୍ ଚୋରି କରିନେଲା ଭାଲୁ, ଭିଜୁଆଲ୍ କଏଦ ହେଲା ସିସିଟିଭିରେ
ଆମେରିକା: ମଣିଷଙ୍କ ଭିତରେ ଏମିତି କିଛି ମଣିଷ ଅଛନ୍ତି ଯେଉଁମାନଙ୍କ ପ୍ରବୃତ୍ତି ଚୋରି କରିବା । ଏକଥା ଆମେ ସମସ୍ତେ ଜାଣନ୍ତି । କିନ୍ତୁ ଭାଲୁ ଚୋରି କରିବା କଥା ଆପଣ କେବେ ଶୁଣିଛନ୍ତି କି ? ଏଭଳି ଘଟଣା ଦେଖିବାକ ମିଳିଛି ଆମେରିକାରେ । ଏକ ବେକେରୀରେ ଘଟିଛି ଏଭଳି ଏକ ଆଶ୍ଚର୍ଯ୍ୟ କରିବା ଭଳି…