ବର୍ଷାଙ୍କୁ ନେଇ କୋର୍ଟ ବାହାରେ ଏମିତି କହିଲେ ଅନୁଭବ ମହାନ୍ତି
କଟକ (କେନ୍ୟୁଜ୍) : ପୂର୍ବତନ ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଘରୋଇ ହିଂସା ମାମଲା ଏବେବି କୋର୍ଟରେ ମାମଲା ଚାଲିଛି। ଆଜି ବି ତାରିଖ ଥିଲା । ହେଲେ ଆସିଲେନି ବର୍ଷା । ଅନୁଭବ କହିଲେ, ମୁଁ କୋର୍ଟ ଆସୁଛି ହେଲେ ବର୍ଷା ଆସୁ ନାହାନ୍ତି। ଯାହାକୁ ମୁଁ ଏତେ ଭଲ ପାଉଥିଲି ତାଙ୍କୁ ସମ୍ମାନ…