ଆପଣଙ୍କର ଦାନ୍ତ ଯନ୍ତ୍ରଣା ହେଉଛି କି ? ତେବେ ଏହି ସରଳ ଉପଚାର ଆପଣାନ୍ତୁ, କିଛି ମିନିଟ୍ ମଧ୍ୟରେ ଆରାମ ମିଳିବ
ଦାନ୍ତ ଯନ୍ତ୍ରଣା ବହୁତ ଅସହ୍ୟ ହୋଇଯାଏ । କେତେକ ସମୟରେ ଖାଦ୍ୟ ଫସି ରହିବା କିମ୍ବା କ୍ୟାଭିଟି ଯୋଗୁଁ ଦାନ୍ତରେ ପ୍ରବଳ ଯନ୍ତ୍ରଣା ହୁଏ । ଏପରି ପରିସ୍ଥିତିରେ, କିଛି ପ୍ରଭାବଶାଳୀ ଘରୋଇ ଉପଚାର କରି ଦାନ୍ତ ଯନ୍ତ୍ରଣାକୁ କମ କରାଯାଇପାରିବ । ଏହା ତୁରନ୍ତ ଆରାମ ଦେବ । ଯେତେବେଳେ ଦାନ୍ତ…