Below header
Browsing Tag

Chat GPT

ChatGPTରେ ଆସିଲା ନୂଆ ଚାଟ ହିଷ୍ଟ୍ରି ଫିଚର୍‌, ଜାଣନ୍ତୁ କେମିତି କରିବ କାମ

OpenAI ସମସ୍ତଙ୍କ ପାଇଁ ChatGPT ର ଚାଟ୍ ହିଷ୍ଟ୍ରି ଫିଚର ଲଞ୍ଚ କରିଛି । ଏହାର ଅର୍ଥ ଆପଣ ବର୍ତ୍ତମାନ ପୂର୍ବରୁ ପଚାରିଥିବା ପ୍ରଶ୍ନର ଉତ୍ତର ପରେ ବି ChatGPTରେ ଦେଖିପାରିବେ । ଆପଣ ମାଗଣା କିମ୍ବା ପେଡ୍‌ ପ୍ଲସ୍ ଭର୍ସନରେ ଏହାକୁ ବ୍ୟବହାର କରିପାରିବେ । ବିନା ଚିନ୍ତାରେ ଆପଣ ଆପଣଙ୍କର…

AI ସୃଷ୍ଟି କରିବ ବିଜୁଳି ସଙ୍କଟ ! ଚାଟ୍ ଜିପିଟି ପ୍ରତି ଘଣ୍ଟାରେ ଖର୍ଚ୍ଚ କରୁଛି ୧୭ ହଜାର ଗୁଣ ଅଧିକ ବିଜୁଳି

ChatGPT ଅଧିକ ଶକ୍ତି ଖର୍ଚ୍ଚ କରେ ଏକ ରିପୋର୍ଟରେ କୁହାଯାଇଛି ଯେ OpenAI ର AI ଟୁଲ୍‌ ChatGPT ପ୍ରତି ଘଣ୍ଟାରେ ୫ ଲକ୍ଷ କିଲୋୱାଟ ବିଦ୍ୟୁତ୍ ଖର୍ଚ୍ଚ କରୁଛି । ଏହା ଘର ଅପେକ୍ଷା ୧୭ ହଜାର ଗୁଣ ଅଧିକ । ଆପଣଙ୍କ ମଧ୍ୟରେ ଅନେକ ଲୋକ ନିଶ୍ଚୟ ଥିବେ ଯେଉଁମାନେ OpenAI ର AI ଟୁଲ୍ ChatGPT…

ChatGPT ବ୍ୟବହାର ପାଇଁ ଇମେଲ୍‌ ଲଗଇନ୍‌ କରୁଥିଲେ ସାବଧାନ, ଆସିପାରେ ବଡ଼ ବିପଦ

ଯଦି ଆପଣ ChatGPT ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଆପଣ ଯେଉଁ ଇ-ମେଲ୍ IDରେ ଚାଟ୍ ଜିପିଟି ବ୍ୟବହାର କରୁଛନ୍ତି ତାହା ବର୍ତ୍ତମାନ ହ୍ୟାକର୍ସମାନଙ୍କ ଟାର୍ଗେଟରେ ରହିଛି । ଇଣ୍ଡିଆନା ୟୁନିଭର୍ସିଟି ବ୍ଲୁମିଙ୍ଗଟନ୍‌ର ଏକ ଅନୁସନ୍ଧାନକାରୀ ଟିମ୍‌ ChatGPTର…

ସାମ୍‌ ଅଲ୍ଟମ୍ୟାନଙ୍କୁ ସିଇଓ ପଦବୀରୁ ବାହାର କଲା OpenAI, ପ୍ରେସିଡେଣ୍ଟ ବି ଛାଡ଼ିଲେ ପଦବୀ

ChatGPTକୁ ପ୍ରସ୍ତୁତ କରିଥିବା କମ୍ପାନୀ OpenAI ରୁ ଏକ ବଡ ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ କମ୍ପାନୀ ସିଇଓ ସ୍ୟାମ ଅଲ୍ଟମ୍ୟାନଙ୍କୁ ପଦରୁ ବାହାର କରାଯାଇଛି । OpenAIର ପ୍ରେସିଡେଣ୍ଟ ଗ୍ରେଗ୍‌ ବ୍ରୋକମ୍ୟାନ ମଧ୍ୟ କମ୍ପାନୀର ଏହି ନିଷ୍ପତ୍ତିକୁ ବିରୋଧ କରି ନିଜ ପଦରୁ ଇସ୍ତଫା…

ଗୁଗଲ୍ AI କର୍ମଚାରୀଙ୍କୁ ୧୦ ମିଲିୟନ୍ ଡଲାର୍ ପ୍ୟାକେଜରେ ଆକର୍ଷିତ କରୁଛି ChatGPT, ବଢ଼ିଲାଣି ପ୍ରତିଯୋଗିତା

ChatGPT ମେକର୍ସମାନେ ୧୦ ମିଲିୟନ୍ ଡଲାର୍ ପର୍ଯ୍ୟନ୍ତ ଦରମା ପ୍ୟାକେଜ ପ୍ରଦାନ କରି ଗୁଗଲ୍ AI କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଚେଷ୍ଟା କରୁଛନ୍ତି । ରିପୋର୍ଟ ଅନୁସାରେ OpenAI ଗୁଗଲ ସହିତ ଏହାର ପ୍ରତିଯୋଗିତାକୁ ଆହୁରି ବଢ଼ାଇ ଦେଇଛି । AI କମ୍ପାନୀ ଆକର୍ଷଣୀୟ ପ୍ୟାକେଜ୍ ପ୍ରଦାନ କରୁଛି,…

ChatGPTର ପ୍ରତିଦିନର ଖର୍ଚ୍ଚ ୫.୮ କୋଟି, ୨୦୨୪ ସୁଦ୍ଧା ଦେବାଳିଆ ହୋଇପାରେ OpenAI

OpenAIର ChatGPT ନଭେମ୍ବର ୨୦୨୨ରେ ଲଞ୍ଚ ହେବା ପରେ ଏହା ଦ୍ରୁତଗତିରେ ବଢ଼ୁଥିବା ଆପ୍ ଭାବେ ଇତିହାସ ସୃଷ୍ଟି କରିଥିଲା । ନିକଟରେ ଆନାଲିଟିକ୍ସ ଇଣ୍ଡିଆ ମାଗାଜିନର ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ କମ୍ପାନୀ ୨୦୨୪ ଶେଷ ସୁଦ୍ଧା ଦେବାଳିଆର ଶିକାର ହୋଇପାରେ । ରିପୋର୍ଟରେ କୁହାଯାଇଛି ଯେ…

ChatGPT ନେଇ ଯାଉଛି ଲୋକଙ୍କ ଚାକିରି, ଜାଣନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

କଣ ଲୋକଙ୍କ ଚାକିରି ଚଢ଼ାଇନେବ ChatGPT ? ଏହି ବିବାଦ AI ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଲୋକପ୍ରିୟତା ହାସଲ କରିବା ଦିନରୁ ଆରମ୍ଭ ହୋଇଛି । ତେବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବହୁତ ପୂର୍ବରୁ ଆସିଥିଲେ ମଧ୍ୟ ଏହା ଚଳିତ ବର୍ଷ ଆରମ୍ଭରେ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିଥିଲା । ଏପରିସ୍ଥଳେ…

Chat GPTକୁ ଟକ୍କର ଦେବ Bhashini

ଏବେ Chat-GPT କୁ ମାତ୍‌ ଦେବ Bhasini। ସରକାରଙ୍କ ଦ୍ୱାରା ତିଆରି ହୋଇଥିବା ଏହି Bhasini ଏଆଇର ଏକ ଭଲ ବିକଳ୍ପ ହେବ ବୋଲି ଆଶା ରହିଛି। ସରକାର ଏମଏସଏମଇ , ଷ୍ଟାର୍ଟଅପ୍‌ ଓ ବ୍ୟକ୍ତିଗତ ଇନୋଭେଟର୍ସଙ୍କୁ ସାର୍ବଜନିକ ଡୋମେନ ରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଭାଷା ସଂସ୍କରଣରେ ନୂଆ ଦିଗକୁ…