ହ୍ବାଟ୍ସଆପରେ ଆପଣ କାହା ସହ ଅଧିକ ହେଉଛନ୍ତି କଥା, ଜାଣିବା ପାଇଁ କରନ୍ତୁ ଏହି କାମ
ନୂଆଦିଲ୍ଲୀ : ଦୁନିଆରେ ଲୋକପ୍ରିୟ ମେସେଜିଂ ଆପ ହ୍ବାଟ୍ସଆପ କାହାକୁ ବା ଅଜଣା। ଲୋକଙ୍କ ମଧ୍ୟରେ ଭାବଆଦାନ ପ୍ରଦାନର ଏକ ବଡ଼ ପ୍ଲାଟଫର୍ମ ପାଲଟିଛି ହ୍ବାଟ୍ସ ଆପ୍। ଏହାକୁ ପ୍ରତିଦିନ କୋଟିକୋଟି ଲୋକ ବ୍ଯବାହାର କରୁଥିବା ଦେଖିବାକୁ ମିଳିଛି।ସାଧାରଣ ମେସେଜରୁ ଆରମ୍ଭ କରି ଭିଡ଼ିଓ, ଫଟୋ ଶେୟାରିଂ…