Below header
Browsing Tag

chaturmas

ଚତୁର୍ମାସରେ ରାଜ୍ୟ ଭାର ସମ୍ଭାଳନ୍ତି ପର୍ଶୁରାମେଶ୍ଵର

ଓଡିଶା ପରମ୍ପରା ପୂଜାରୀ, ତେବେ ଏହି ପରମ୍ପରାର କୁ ଆଖିରେ ରଖି ଵାରମାସରେ ତେର ପରବ ପାଳନ କରାଯାଇଥାଏ। ତେବେ ଲିଙ୍ଗରାଜ ମହାପ୍ରଭୁଙ୍କ ଏମିତି ଅନେକ ଯାନୀ ଯାତ, ଉତ୍ସବ ପାଳନ କରାଯାଇଥାଏ। ତା ଭିତରୁ ପର୍ଶୁରାମ ଅଷ୍ଟମୀ ଅନ୍ୟତମ। ପର୍ଶୁରାମ ଅଷ୍ଟମୀ ହେଉଛି ପର୍ଶୁରାମ ଙ୍କ ଜନ୍ମ ତିଥି କିନ୍ତୁ…

ଜୁନ ୨୯ରୁ ଯୋଗ ନିଦ୍ରାରେ ଯିବେ ଶ୍ରୀହରି ବିଷ୍ଣୁ

ଚଳିତ ବର୍ଷ ଜୁଲାଇ ୨୯ ଠାରୁ ଚତୁର୍ମାସ ଆରମ୍ଭ ହେଉଛି। ଏହି ଦିନ ଦେବଶୟନୀ ଏକାଦଶୀ ମଧ୍ୟ ପଡ଼ୁଛି। ଦେବଶୟନୀ ଏକାଦଶୀ ଦିନଠାରୁ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରେ ଯିବେ ଏବଂ ସେ ୪ ମାସ ପର୍ଯ୍ୟନ୍ତ ଏହି ଯୋଗରେ ହିଁ ରହିବେ। ଭଗବାନ ବିଷ୍ଣୁ ଶୋଇଥିବା କାରଣରୁ ଏହି ୪ ମାସ କାଳ କୌଣସି ବି ମାଙ୍ଗଳିକ…

ଚତୁର୍ମାସରେ ନିଦ୍ରା ଯିବେ ଭଗବାନ ବିଷ୍ଣୁ; ଏହା ପୂର୍ବରୁ ଜାଣି ରଖନ୍ତୁ କେଉଁ ୮ଟି କାମ କରିବେ ନାହିଁ

ଚଳିତ ବର୍ଷ ଜୁଲାଇ ୧୦ ରବିବାରଠାରୁ ଚତୁର୍ମାସ ଆରମ୍ଭ ହେଉଛି। ଏହି ଦିନ ଦେବଶୟନୀ ଏକାଦଶୀ ମଧ୍ୟ ପଡ଼ୁଛି। ଦେବଶୟନୀ ଏକାଦଶୀ ଦିନଠାରୁ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରେ ଯିବେ ଏବଂ ସେ ୪ ମାସ ପର୍ଯ୍ୟନ୍ତ ଏହି ଯୋଗରେ ହିଁ ରହିବେ। ଭଗବାନ ବିଷ୍ଣୁ ଶୋଇଥିବା କାରଣରୁ ଏହି ୪ ମାସ କାଳ କୌଣସି ବି…

ଚତୁର୍ମାସ ଲାଗୁ ହେବା ପରେ ବନ୍ଦ ହୋଇଯିବ ସମସ୍ତ ଶୁଭକାର୍ଯ୍ୟ, ଜାଣନ୍ତୁ କେବେ ଠୁ ହେଉଛି ଆରମ୍ଭ

ସନାତନ ଧର୍ମରେ ପ୍ରତି ମାସ, ସପ୍ତାହ ଓ ତିଥି ସ୍ୱତନ୍ତ୍ର ହୋଇଥାଏ। ସବୁ ବାରର ବିଶେଷ ମହତ୍ତ୍ୱ ରହିଛି। ପ୍ରତି ମାସ ସହ ଭିନ୍ନ ଭିନ୍ନ ମାନ୍ୟତା ଜଡ଼ିତ ରହିଛି। ଏଭଳି କିଛି ମାନ୍ୟତା ଚତୁର୍ମାସ ସହ ବି ରହିଛି। ଚତୁର୍ମାସ ଆରମ୍ଭ ହେଲେ ସବୁ ଶୁଭ କାର୍ଯ୍ୟ ବନ୍ଦ ହୋଇଯାଏ। ତେବେ ଆସନ୍ତୁ ଜାଣିବା…