କଟକରେ ଛୁରାମାଡ, ଯୁବକଙ୍କୁ ଆହତ ଅବସ୍ଥାରେ ଏସ.ସି.ବିରେ ଭର୍ତ୍ତି
କଟକ : ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ଯୁବକଙ୍କୁ ଆକ୍ରମଣ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ପୋତାପୋଖରୀ ଅଞ୍ଚଳରେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି । ଗତକାଲି ରାତିରେ ଘଟିଛି ଏହି ଘଟଣା । ଯୁବକଙ୍କୁ ଆହତ ଅବସ୍ଥାରେ ଏସ ସି ବି ରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ…