ଏଠାରେ ଅଫିସରେ ମନୋରଞ୍ଜନ କରନ୍ତି ଚିୟର୍ସ ଲିଡର, ପୁରୁଷ କର୍ମଚାରୀଙ୍କ ସହ କରନ୍ତି ଏଭଳି କାମ
ଚୀନର ଏକ ଟେକ୍ କମ୍ପାନୀ କର୍ମଚାରୀମାନଙ୍କଠାରୁ ଅଧିକ ଆଉଟ୍ପୁଟ ବାହାର କରିବା ପାଇଁ ନୂଆ ଉପାୟ ବାହାର କରିଛି। ଅଫିସରେ କାମ କରିବା ସମୟରେ କର୍ମଚାରୀମାନଙ୍କ ମନକୁ ତାଜା ରଖିବା ପାଇଁ କମ୍ପାନୀ ମାଲିକ ଚିୟର୍ସ ଲିଡରମାନଙ୍କୁ ନିଯୁକ୍ତ କରିଛି।
କମ୍ପାନୀର କହିବା ହେଲା, ଚିୟର୍ସ ଲିଡରମାନେ…