Below header
Browsing Tag

cheese cake

ଆଜି ଛେନାପୋଡ ଦିବସ, ଜାଣନ୍ତୁ ସହଜରେ ଓ ସୁବିଧାରେ ଘରେ କେମିତି କରିବେ ପ୍ରସ୍ତୁତ

ଓଡ଼ିଆ ଘରର ମିଠା ତାଲିକାରେ ଛେନା ପୋଡର ଏକ ସ୍ୱତନ୍ତ୍ର ଭୂମିକା ରହିଛି । ମିଠା ନାଁ ଶୁଣିଲେ ଆଗ ଯେମିତି ତାରି କଥା ମନେ ପଡେ | ମୁହଁରୁ ଲାଳ ବାହାରି ଆସେ । ସେଇଥିପାଇଁ ବୋଧ ହୁଏ "ଛେନା ପୋଡ"କୁ ମିଠା ମାନଙ୍କର ରାଜା ଭାବରେ ଧରାଯାଏ । ତେବେ ଆସନ୍ତୁ ଜାଣିବା "ଛେନା ପୋଡ଼" ପ୍ରସ୍ତୁତି ପାଇଁ…