ଡ୍ୟାମରେ ଭାସୁଛି କ୍ବିଣ୍ଟାଲ କ୍ବିଣ୍ଟାଲ ମଲା ମାଛ, ଚିନ୍ତାରେ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ
ଅନୁଗୁଳ: ଅନୁଗୁଳ ଜିଲ୍ଲାର ପରଙ୍ଗ ଡ୍ୟାମରେ ମାଛ ମଡକ । ଡ୍ୟାମରେ ମରି ପଡ଼ିରହିଛି କ୍ବିଣ୍ଟାଲ କ୍ବିଣ୍ଟାଲ ମାଛ । ଡ୍ୟାମରେ ଥିବା ଛୋଟ ମାଛଠୁ ଆରମ୍ଭ କରି ବଡ଼ ବଡ଼ ମାଛ ଯାଏଁ ସବୁ ମରି ପାଣିରେ ଭାସୁଛନ୍ତି । ଏପଟେ ପାଣିର ରଙ୍ଗ ବି ଏମିତି କଳା ପଡ଼ିଛି ଯେ ଦେଖିଲେ ଭୟ ଲାଗୁଛି ।
ମାଛ ମଡକ…