Browsing Tag

chenapoda gi tag

ରସଗୋଲା ପରେ ଏବେ ଓଡିଶା ଛେନାପୋଡ ଆରିଷା ଏବଂ ରସାବଳୀର ଜିଆଇ ଟ୍ୟାଗ୍ ଦାବି

ଭୁବନେଶ୍ବର (କେନ୍ଯୁଜ୍) : ଓଡ଼ିଶାର ରସଗୋଲା ପରେ ଆରିଷା ପିଠା, ରସାବଳୀ ଓ ଛେନାପୋଡ଼କୁ ଜିଆଇ ଟ୍ୟାଗ୍ ପ୍ରଦାନ ପାଇଁ ଦାବି ଜୋର ଧରିଛି । ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିଥିବାରୁ ଏବେ ସମସ୍ତେ ଖୁସି। କିନ୍ତୁ ଏତିକିରେ ବସିଗଲେ ଚଳିବ ନାହିଁ। ଆରିଷା ପିଠା, ରସାବଳୀକୁ ଚିହ୍ନଟ କରି ଜିଆଇ ଟ୍ୟାଗ୍…