Below header
Browsing Tag

chhatisha nijog

ଛତିଶା ନିଯୋଗର ବୈଠକ ଶେଷ, ୧୯  ମାର୍ଚ୍ଚ ମଧ୍ୟରେ ନାଟମଣ୍ଡପ କାମ ଶେଷ ନେଇ ନିଷ୍ପତ୍ତି

ପୁରୀ : ନିଳାଦ୍ରୀ ଭକ୍ତ ନିବାସରେ ଛତିଶା ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି। ଫେବୃଆରୀ ୨୩ ତାରିଖରୁ ନାଟମଣ୍ଡପ ଅବଶିଷ୍ଟ ମରାମତି କାର୍ଯ୍ୟ ଆରମ୍ଭ ହୋଇ ୧୯  ମାର୍ଚ୍ଚ ମଧ୍ୟରେ ନାଟମଣ୍ଡପ କାମ ଶେଷ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଏହି ସମୟରେ ମହାପ୍ରଭୁଙ୍କ ନୀତି କାନ୍ତି…

ଆଜି ଛତିଶା ନିଯୋଗ ବୈଠକ: ପହିଲି ଭୋଗ ନୀତି ର୍ନିଘଣ୍ଟ ସହ ନୂଆବର୍ଷରେ ଦର୍ଶନ ବନ୍ଦ ରହିବ କି ନାହିଁ ହେବ ନିଷ୍ପତି

ପୁରୀ(କେନ୍ଯୁଜ୍): ପୁରୀ ନିଳାଦ୍ରୀ ଭକ୍ତ ନିବାସ ଠାରେ ଆଜି ହେବ ଛତିଶା ନିଯୋଗ ବୈଠକ । ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ବସିବ ବୈଠକ । ଆସନ୍ତା ୧୬ ତାରିଖ ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ଧରି ଶ୍ରୀମନ୍ଦିରରେ ଚାଲିବାକୁ ଥିବା ପହିଲି…