Browsing Tag

chhattisgarh election

ଆଜି ଛତିଶଗଡ଼ ପ୍ରଥମ ପର୍ଯ୍ଯାୟ ନିର୍ବାଚନ, ନିର୍ଦ୍ଧାରଣ ହେବ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ଭାଗ୍ଯ

ଛତିଶଗଡ଼ : ଆଜି ଛତିଶଗଡ଼ ପ୍ରଥମ ପର୍ଯ୍ଯାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ୯୦ଟି ବିଧାନସଭା ଆସନରୁ ୧୮ଟିରେ ସକାଳ ୭ଟାରୁ ଦିନ ୩ ପର୍ଯ୍ଯନ୍ତ ଭୋଟିଂ ହେବ । ଏହି ୧୮ଟି ବିଧାନସଭା ଆସନ ଭିତରେ ରହିଛି ରାଜନନ୍ଦଗାଓ ଜିଲ୍ଲାର ୬ଟି ଓ ମାଓ ଅଧ୍ୟୁଷିତ ବସ୍ତର ଅଞ୍ଚଳର ୧୨ଟି ବିଧାନସଭା କ୍ଷେତ୍ର ।…