Browsing Tag

chief minister of odisha

ନବୀନଙ୍କ ନୂଆ ଟିମ୍‌: ଲୋକସେବା ଭବନ କନଭେନସନ୍‌ ହଲରେ ଶପଥ ନେଲେ ୨୧ ମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍‌): ନବୀନଙ୍କ ନୂଆ ଟିମ୍‌। ଶପଥ ନେଲେ ୨୧ ମନ୍ତ୍ରୀ। ଲୋକସେବା ଭବନ କନଭେନସନ୍‌ ହଲରେ ନୂଆ ମନ୍ତ୍ରୀମାନେ ଶପଥ ନେଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ସମସ୍ତଙ୍କୁ ପଦ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ବରିଷ୍ଠ, ଅଭିଜ୍ଞ, ଯୁବ ଓ ମହିଳାଙ୍କୁ ନୂଆ ଟିମରେ ଗୁରୁତ୍ୱ…

ଏଯାଏ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଫେରିଲେଣି ୭୫ରୁ ଅଧିକ ଓଡ଼ିଆ, ସୁରୁଖୁରୁରେ ଓଡିଶା ମାଟିକୁ ଫେରାଇ ଆଣିଥିବାରୁ…

କେନ୍ୟୁଜ୍(ବ୍ୟୁରୋ): ୟୁକ୍ରେନ ୱାରଜୋନରୁ ଫେରୁଛନ୍ତି ଭାରତୀୟ । ଏଯାଏ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଫେରିଲେଣି ୭୫ରୁ ଅଧିକ ଓଡ଼ିଆ । ଆଜି ୩୫ରୁ ଅଧିକ ଓଡ଼ିଆ ଛାତ୍ରଛାତ୍ରୀ ନୂଆଦିଲ୍ଲୀରେ ଆସି ପହଞ୍ଚିଛନ୍ତି । ଆହୁରି ଅନେକ ଫସି ରହିଛନ୍ତି । ନାନା ସମସ୍ୟା ଭିତରେ ସେମାନେ ଥିବାରୁ ପରିବାର ଲୋକ…

କୋଭିଡରେ ସଂକ୍ରମିତ ନୀଳଗିରି ଓ ସାଲେପୁର ବିଧାୟକଙ୍କ ସହ ଟେଲିଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ନୀଳଗିରି ବିଧାୟକ ଓ ସାଲେପୁର ବିଧାୟକଙ୍କ ସହ ଟେଲିଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚାରିବୁଝିଛନ୍ତି । ଏଥିସହ ଦୁଇ ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି…

ସହିଦ ଯବାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମବେଦନା

ଭୁବନେଶ୍ବର: ସହିଦ ଯବାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମବେଦନା। ଗଲଓ୍ଵାନ ଘାଟିରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ସାହାସୀ ଯବାନଙ୍କୁ ସଲାମ କରିବାକୁ ରାଷ୍ଟ୍ର ଏକ ହେଉ। ଯବାନମାନେ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି ବୋଲି ନବୀନ ଟ୍ଵିଟ୍‌ କରି…