ଏହା ହେଉଛି ଆମର ଶିକ୍ଷା ବ୍ୟବସ୍ଥା : ସ୍କୁଲରେ ପାଠ ବଦଳରେ ମୂଲିଆ ଭଳି ଖଟୁଛନ୍ତି ପିଲା
ସାଲେପୁର(କେନ୍ୟୁଜ୍): ସ୍କୁଲରେ ପାଠ ବଦଳରେ କାମ କରୁଛନ୍ତି ପିଲା । କିଏ ଶାବଳ ଧରି ଖୋଳୁଛି ତ କିଏ ଖୁଣ୍ଟ ଧରି ଠିଆ ହୋଇଛି, ଆଉ କିଏ ବାଲି ବୁଝାଇ ଆଣୁଛି । ଏମାନେ ପୁଣି ସଭିଏଁ ସ୍କୁଲ୍ ପୋଷାକ ପିନ୍ଧିଛନ୍ତି । ହଁ ଆଜ୍ଞା ପଦାରେ ପଡିଲା ଶିକ୍ଷକଙ୍କ ଦାୟିତ୍ୱହୀନତା । ସ୍କୁଲରେ ଏବେ…