Browsing Tag

child maintennace

ନିର୍ଯାତନା ଦେଉଥିବା ମା’ ପାଖରେ ନୁହେଁ ବାପା ପାଖରେ ରହିବ ଶିଶୁ: ଓଡିଶା ହାଇକୋର୍ଟ

କଟକ(କେ ନ୍ୟୁଜ):  ଓଡିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । କୋମଳମତି ଶିଶୁକୁ ନିର୍ଯାତନା ଦେଉଥିବା ମା ପାଖରେ ନୁହେଁ ବାପା ପାଖରେ ରହିବ ଶିଶୁ । ପୁରୀ ଜିଲ୍ଲା ଗୋପ ଥାନା ଅଞ୍ଚଳରେ ଘଟିଥିବା ଏଭଳି ଏକ ଘଟଣା ନେଇ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଶିଶୁର…