Browsing Tag

children killed

ପୋଖରୀରେ ଗାଧୋଇବା ହେଲା କାଳ, ଚାଲିଗଲା ୪ ଭାଇ-ଭଉଣୀଙ୍କ ଜୀବନ

ଢେଙ୍କାନାଳ(କେନ୍ଯୁଜ୍): ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଅଘଟଣ। ପୋଖରୀରେ ଗାଧୋଇବାକୁ ଯାଇ ୪ଜଣଙ୍କ ମୃତ୍ୟୁ ହୋଇଛି। ମ୍ତକଙ୍କ ୪ଜଣ ହେଉଛନ୍ତି ତୃପ୍ତିମୟୀ ଦେହୁରୀ (+୨ ଛାତ୍ରୀ), ପ୍ରୀତିବାଳା ଦେହୁରୀ (ଅଷ୍ଟମ ଶ୍ରେଣୀ ଛାତ୍ରୀ), ରାକେଶ ଦେହୁରୀ (ପଞ୍ଚମ ଶ୍ରେଣୀ) ଏବଂ…