Amazonରେ ବିକ୍ରି ହେବନି ୬୦୦ ଚାଇନା ବ୍ରାଣ୍ଡସ୍ର ପ୍ରଡକ୍ଟସ, କମ୍ପାନୀ କରିଦେଲା ସବୁଦିନ ପାଇଁ ବ୍ୟାନ୍
Amazon ଚାଇନା ବ୍ରାଣ୍ଡସ୍ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କମ୍ପାନୀ ୬୦୦ ଚାଇନା ବ୍ରାଣ୍ଡସ୍କୁ ନିଜ ପ୍ଲାଟଫର୍ମରୁ ବ୍ୟାନ୍ କରି ଦେଇଛି। ଏହି ବ୍ରାଣ୍ଡଗୁଡ଼ିକ ରିଭ୍ୟୁ ପଲିସିର ଉଲ୍ଲଂଘନ କରୁଥିଲେ। ଏହାକୁ ନେଇ The Wall Street Jornal ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରେ…