Browsing Tag

china invading india

ଭାରତ ମଧ୍ୟକୁ ଅବାନ୍ତର ପ୍ରବେଶ କରୁଛି ଚୀନ, ସୀମାରେ ଗଢି ସାରିଲାଣି ଗାଁ

ବାରମ୍ବାର ଆଲୋଚନା ପରେ ମଧ୍ୟ ଭାରତ ଓ ଚୀନ ମଧ୍ୟରେ ଥିବା ସୀମାବିବାଦରେ ସେପରି କୌଣସି ଆଖିଦୃଶିଆ ପରିବର୍ତ୍ତନ ଆସିନାହିଁ । ନିଜ ପୁରୁଣା ପ୍ରକୃତି ଛାଡ଼ିନାହିଁ ଚୀନ । ଏମିତିକି ଭାରତର ଉତ୍ତର-ପୂର୍ବ ସୀମାନ୍ତ ରାଜ୍ୟ ଅରୁଣାଚଳ ପ୍ରଦେଶରେ ଏକାଧିକ ଗାଁ ସ୍ଥାପନ କରିସାରିଲାଣି ଏହି ଦେଶ ।…