Browsing Tag

china under ground missile storage

ଚୀନ୍‌ର ଚାଲ୍‌ବାଜି : ଜଣାପଡ଼ିଲା ଚୀନ୍‌ର ଭୁତଳ ମିସାଇଲ୍‌ ଷ୍ଟୋରେଜ୍‌ ଫେସିଲିଟ, ଲେହ ଠାରୁ ୨୫୦ କି.ମି ଦୂରରେ କେନ୍ଦ୍ର

ନୂଆଦିଲ୍ଲୀ : ଚୀନ୍‌ ତା’ର ଭୟଙ୍କର ମିସାଇଲ୍‌ ଷ୍ଟୋରେଜ୍‌ (ଶସ୍ତ୍ରାଗାର)  ଫେସିଲିଟିକୁ ମାଟି ତଳେ ଲୁଚାଇ ରଖିଛି ବୋଲି ଏକ ବିଶ୍ୱସନୀୟ ସୂତ୍ରରୁ ଜଣାପଡ଼ିଛି । ଏହାର ସାଟେଲାଇଟ୍‌ ଫଟୋ ମଧ୍ୟ ନଜରକୁ ଆସିଛି । ବିଶେଷ କରି ଏଡି ଅଣ୍ଡର ଗ୍ରାଉଣ୍ଡ ମିସାଇଲ୍‌ ଷ୍ଟୋରେଜ୍‌ ରହିଛି ଲେହ ଠାରୁ ମାତ୍ର…